ମୁକ୍ତ କେବେ ହେବି'ଏ ଝାସରୁ, ମୁକୁଳିବି ନାହିଁ ବୋଧେ ଏ'ନାଗ ପାଶରୁ । ମୁକ୍ତ କେବେ ହେବି'ଏ ଝାସରୁ, ମୁକୁଳିବି ନାହିଁ ବୋଧେ ଏ'ନାଗ ପାଶରୁ ।
ଏ ମାୟା ସଂସାରେ ସବୁ ପରା ମିଛ ତୁମେ ଏକା ସତ ସାଇ ତୁମ ଭାବନାରେ ତୁମ ସ୍ମରଣରେ ଏ ମାୟା ସଂସାରେ ସବୁ ପରା ମିଛ ତୁମେ ଏକା ସତ ସାଇ ତୁମ ଭାବନାରେ ତୁମ ସ୍ମରଣରେ